ଧଡ଼ିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧଟୀ; ଡୋରକ) ସମ୍ପାଦନା

ମସ୍ତକର କେଶରେ ବାନ୍ଧିବା ଡୋରି ବା ପାଟଫୁଲି —A tape or string to tie the hair with.

ଦେଶଜ - ବିଣ—(ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା—ନାଲି ଧଡ଼ିଆ, ଫୁଲଧଡ଼ିଆ) ସମ୍ପାଦନା

୧. ଧଡ଼ିବିଶିଷ୍ଟ —୧. Having a hem; bordered (cloth).
୨. (ସଂସ୍କୃତ - ଦୁର୍ବଳ) କୃଶ; ଦୁର୍ବଳ — ୨. Emaciated; lean; feeble.
ଉଦାହରଣ: ମଲା ଏ କଚେରିରେ ସେ ଯୋଉଁ ଧଡ଼ିଆ ହୋଇଁ ମରୁକୁଟିଆ ବୁଢ଼ାଟା ଅଛି ଜାଲିମ୍ ଫେର୍ କି ଦେଖିବା — ଭିକାରୀ. କଟକବିଜୟ
୩. ପତଳା —୩. Thin.
୪. ଜୀର୍ଣ୍ଣ (ବସ୍ତ୍ର) — ୪. Worn out; reduced to rags.