ଧଡ଼ା ଧଡ଼୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ (ଧ୍ୱନ୍ୟନୁକରଣ) ସମ୍ପାଦନା

୧. ଉପର୍ଯ୍ୟୁପରି ବନ୍ଧୁକ ଫୁଟିବାର ଶବ୍ଦ —୧. Repeated reports of a gun.
୨. କଠିନ ହସ୍ତୁମାନଙ୍କର ପରସ୍ପର ଆଘାତଜନିତ ଶବ୍ଦ — ୨. The sound produced by the collision of hard substances.

ଦେଶଜ - ଅ ସମ୍ପାଦନା

ଅତିଶୀଘ୍ର —Very quickly.