ଧଡ଼ଫଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - (ଧ୍ୱନ୍ୟନୁକରଣ) ସମ୍ପାଦନା

୧. ଅତିଶୀଘ୍ର — ୧. Quickly, speedily.

ଧଡ଼ ପଡ଼ ହୋଇ ଚିରିଲେ ଯାଇ ଘାସ କୃଷ୍ଣସିଂହ. ମହାଭାରତ. ବନ

୨. ସ୍ପନ୍ଦନ ସହକାରେ —୨. Pālpitating; throbbing.

(ଯଥା—ମୋ ବୁକୁ ଧଡ଼ପଡ଼ ହଉଛି)

୩. ଛଟପଟ; ଉଚ୍ଛନ୍ନ; ଅସ୍ଥିର — ୩. Restless; writhing in agony.

(ଯଥା—ମୋ ମନଟା ସେ ଖବର ଶୁଣିଲାବେଳୁ ଧଡ଼ପଡ଼ ହଉଛି)

୪. ଫଡ଼ଫଡ଼ ଶବ୍ଦ —୪. Fluttering sound.
୫. ପକ୍ଷୀ ଡେଣାକୁ ଭୂଇଁରେ ବାଡ଼େଇବାର ଶବ୍ଦ — ୫ Sound produced by a bird striking its pinions on the ground.

ବନ୍ଧନେ ଥାଲି ଜାଲ ମଧେ ବେନି ବାଳକ ଧଡ଼ପଡ଼େ—ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ