ଧଡ଼ଫଡ଼
ଧଡ଼ଫଡ଼
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରି.ବିଶେଷଣ - (ଧ୍ୱନ୍ୟନୁକରଣ)
ସମ୍ପାଦନା- ୧. ଅତିଶୀଘ୍ର — ୧. Quickly, speedily.
ଧଡ଼ ପଡ଼ ହୋଇ ଚିରିଲେ ଯାଇ ଘାସ କୃଷ୍ଣସିଂହ. ମହାଭାରତ. ବନ
- ୨. ସ୍ପନ୍ଦନ ସହକାରେ —୨. Pālpitating; throbbing.
(ଯଥା—ମୋ ବୁକୁ ଧଡ଼ପଡ଼ ହଉଛି)
- ୩. ଛଟପଟ; ଉଚ୍ଛନ୍ନ; ଅସ୍ଥିର — ୩. Restless; writhing in agony.
(ଯଥା—ମୋ ମନଟା ସେ ଖବର ଶୁଣିଲାବେଳୁ ଧଡ଼ପଡ଼ ହଉଛି)
- ୪. ଫଡ଼ଫଡ଼ ଶବ୍ଦ —୪. Fluttering sound.
- ୫. ପକ୍ଷୀ ଡେଣାକୁ ଭୂଇଁରେ ବାଡ଼େଇବାର ଶବ୍ଦ — ୫ Sound produced by a bird striking its pinions on the ground.
ବନ୍ଧନେ ଥାଲି ଜାଲ ମଧେ ବେନି ବାଳକ ଧଡ଼ପଡ଼େ—ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ