ଧକ୍ ଧକ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଧକ୍—ଅନ୍ୟରୂପ)

ସଂସ୍କୃତ - ଅ ସମ୍ପାଦନା

ଅଗ୍ନି ଶିଖାର ଜ୍ୟୋତି; ଅନଳର ଉଜ୍ଜଳ ଜ୍ୟୋତି — Blazing of a flame; glow of fire; glitter of fire.

୨. ବଥ ଆଦି ବିନ୍ଧିବା ବା ଯନ୍ତ୍ରଣା ଦେବା; ବେଦନା — ୧. Feeling of acute pain in boils and wounds; aching pain.
୩. ଛାତି ଥରିବା; ଦକ ଦକ — ୩. Throbbing; palpitation.

ଦେଶଜ - ବିଶେଷଣ - ସମ୍ପାଦନା

ଧୁ ଧୁ ହୋଇ ଜଳୁଥିବା — Blazing; burning with a flame.

ସହସ ଅନଳେ ଧକ ଧକ ହୋଇ ଜଳିଲା ଚିତା ରାଧାନାଥ ଉଷା

ଦେଶଜ - କ୍ରିବିଶେଷଣ - ସମ୍ପାଦନା

ହୁ ହୁ ହୋଇ — In a blazing manner.

ତୁଷାନଳ ଜଳେ ଧକ ଧକ ତଥା ହୃଦୟ ହୋଇଲା ଦକ ଦକ ଅଭିମନ୍ୟୁ. ବିଦଗ୍ଧ ଚିନ୍ତାମଣି