ଧକଚକ ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଧକେଇଚକେଇ ହେବା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ନ୍ତ୍ରି ସମ୍ପାଦନା

୧. ବୃଥା ବିଶେଷ ବାକ୍ୟ ବ୍ୟୟ କରିବା — ୧. To talk long for nothing; to babble.
୨. ସଗଡ଼ ଆଦିରେ ବସି ଅସମତଳ ଭୁମିରେ ଦ୍ରୁତ— ଗତିରେ ଶଗଡ଼ ଚଳିବା ଯୋଗୁ ହଲଚଲ ହେବା — ୨. To be awfully shaken (said of a person sitting on a cart driven on a very rough road).