ଧକଚକ ହେବା
ଧକଚକ ହେବା
ଉଚ୍ଚାରଣ
ସମ୍ପାଦନା(ଧକେଇଚକେଇ ହେବା—ଅନ୍ୟରୂପ)
ଅନୁବାଦ
ସମ୍ପାଦନାଧକଚକ ହେବା
|
ଦେଶଜ - ନ୍ତ୍ରି
ସମ୍ପାଦନା- ୧. ବୃଥା ବିଶେଷ ବାକ୍ୟ ବ୍ୟୟ କରିବା — ୧. To talk long for nothing; to babble.
- ୨. ସଗଡ଼ ଆଦିରେ ବସି ଅସମତଳ ଭୁମିରେ ଦ୍ରୁତ— ଗତିରେ ଶଗଡ଼ ଚଳିବା ଯୋଗୁ ହଲଚଲ ହେବା — ୨. To be awfully shaken (said of a person sitting on a cart driven on a very rough road).