ଧଉଳେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଧଉଳିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - (ସଂସ୍କୃତ - ଧବଳରୁ ଓଡ଼ିଆ ନାମ ଧାତୁ) ସମ୍ପାଦନା

୧. ଧୋବ କରିବା —୧. To whiten.
୨. କାନ୍ଥକୁ ଚୂନଆଦି ଲେପି ଧଳା କରିବା — ୨. To whitewash.