ଧଉଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧବଳ) ସମ୍ପାଦନା

୧. ଧାନଗଛରେ ଲାଗିବା ଏକପ୍ରକାର ଛୋଟ ଛୋଟ ଧଳା ପୋକ —୧. A kind of white plant-lice infesting paddy plants.

[ଦ୍ରଷ୍ଟବ୍ୟ —ଏହି ପୋକ ଶ୍ରାବଣ ଓ ଭାଦ୍ର ମାସରେ ଧାନ ଗଛରେ ଲାଗନ୍ତି; ଗଛ ହଳଦିଆ ପଡିଯାଏ ଓ ଭଲ କେଣ୍ଡା ବାହାରେ ନାହିଁ ଏ ପୋକ ଗଛର କଢ଼ ଖାଇଯିବାରୁ ଗଛ ମଧ୍ୟ ମରିଯାଏ ]

୨. ବାଉଁଶ କାଠିରେ ବୁଣା ହୋଇଥିବା ମାଛ ଧରିବା ଯନ୍ତ୍ର ବିଶେଷ; ଧଇରି —୨. A contrivance for fishing made of bamboo-laths.
୩. ସ୍ତ୍ରୀ (ସଂସ୍କୃତ - ଧବଳା, ଧବଳୀ)—ଧଳା ଗାଈ — ୩. White cow.
୪. ଧଉଳିଗିରି (ଦେଖ) - —୪. Dhauligire (See)

ଦେଶଜ - ବିଶେଷଣ - ସ୍ତ୍ରୀ ସମ୍ପାଦନା

ଧବଳବର୍ଣ୍ଣ ବିଶିଷ୍ଟା; ଧଳା —White.