ଧଇଁସଇଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷଣ - ସମ୍ପାଦନା

ଅତି ପରିଶ୍ରମ ହେତୁରୁ ଯାହାର ଖରଶ୍ୱାସ ବହୁଥାଏ —Panting; gasping.

ଧଇଁ ସଇଁ ହୋଇ ଧାଇଁଛନ୍ତି ଫକୀରମୋହନ. ଗଳ୍ପସ୍ୱଳ୍ପ