ଧଅସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଧଅସି—ଅନ୍ୟରୂପ)

  • (file)

ଦେଶଜ - କ୍ରି. ବିଶେଷଣ -(ସଂସ୍କୃତ - ଝଟତି) ସମ୍ପାଦନା

ଝଟ୍; ଅତିଶୀଘ୍ର — Quickly; very soon.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଜୋର୍; ବଳ —୧. Force.
୨. ଦ୍ରୁତଗତି —୨. Great speed.