ଧଅପ ଚିକଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଧଅପ ଚିକଣା, ଧଅପ ଚିକଣିଆଁ, ଧଅପ ଚିକିଣିଆଅନ୍ୟରୂପ

  • (file)

ପ୍ରାଦେଶିକ - (ଯାଜପୁର) ବିଶେଷଣ - ସମ୍ପାଦନା

ଯେ ଭିତରେ ଅସାର କିନ୍ତୁ ବାହାରେ ଚକଚକିଆ ଦେଖାଯାଏ That which has an outward show while possessing no inner worth; gaudy.