ଧଂଶା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ଧ୍ୱଜ) ବଡ ପତାକା —୧. A big flag; standard; pennant; ensign.
୨. (ସଂସ୍କୃତ - ଦର୍ମମ) ଶୋଭାଯାତ୍ରାରେ ରାଜାଙ୍କ ଆଗରେ ହାତୀ ଓ ଓଟ ଉପରେ ବଜାଯିବା ବଡ ନାଗରା — ୨. Big kettledrum carried and struck on the back of an elephant or camel in a Rājā's procession.