ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଊନବିଂଶ ବ୍ୟଞ୍ଜନବର୍ଣ୍ଣ ତ ବର୍ଗର ୪ର୍ଥ ବର୍ଣ୍ଣ (ଏହାର ଉଚ୍ଚାରଣ ସ୍ଥାନ ଦନ୍ତ) —The ୧୯th consonant (dental) corresponding to 'dh'.

  • (file)

ଅନୁବାଦ ସମ୍ପାଦନା

ଧଅ, ଧଅଧଅ, ଧଅଧଅତୁ, ଧଧ, ଧଧତୁଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ଧା ଧାତୁ=ଧାରଣ କରିବା+କର୍ତ୍ତୃ. କ୍ୱିପ୍) ସମ୍ପାଦନା

୧. ବ୍ରହ୍ମା —୧. Brahmā, the Creator of the universe.
୨. (+କର୍ତ୍ତୃ. ଅ) କୁବେର — ୨. Kubera, the God of riches.
୩. ଧର୍ମ —୩. Virtue; religion.
୪. (+କର୍ମ. ଅ) ଧନ —୪. Riches.
୫. ସଙ୍ଗୀତର ସପ୍ତ ସ୍ୱର (ସା ରି ଗା ମା ପା ଧା ନି) ମଧ୍ୟରୁ ୬ଷ୍ଠ ସ୍ୱର —୫. The ୬th tune of the Hindu gamut.

ଦେଶଜ - କ୍ରିୟାପଦ - ସମ୍ପାଦନା

୧. (ଧରିବା କ୍ରିୟାର ଅନୁଜ୍ଞା ଅନାଦରାର୍ଥ ଏକବଚନ ତୁ କର୍ତ୍ତା ସଙ୍ଗେ ଯୁକ୍ତ) ତୁ ଧର୍ —୧. (you) Hold; catch.
୨. (ଅବ୍ୟୟ) କୌଣସି ଶିକାରକୁ ଧରିବା ନିମନ୍ତେ କୁକୁର ପ୍ରତି ପ୍ରଯୁକ୍ତ ସଙ୍କେତ ଶବ୍ଦ (ଏହାର ଅର୍ଥ=ଧର୍ !) — n interjection used in setting a dog to a prey meaning 'catch it'
୩. ଦେଶଜ - ବି—ଧଅ (ଦେଖ) - —୩. Dha-a (See)