ଦ୍ୱୟ
ଦ୍ୱୟ
ଉଚ୍ଚାରଣ
ସମ୍ପାଦନା(ଦ୍ୱୟୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ଦ୍ୱି+ଅବୟବାର୍ଥେ. ଅୟ)
ସମ୍ପାଦନା- ୧. ଦୁଇ ସଂଖ୍ୟା — ୧. Two.
- ୨. ଯୋଡ଼ା; ଯୁଗ୍ମ —୨. Pair; couple; brace.
- ୩. ଉଭୟ —୩. Both.
- ୪. ଦୋନାବୁଡ଼ିଆ ରୀତି —୪. Duplicity (Apte).
- ୫. ଅସତ୍ୟ୍ୟତା —୫. Untruthfulness (Apte).
- ୬. (ବ୍ୟାକରଣ) ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗ — ୬. The masculine and the feminine gender in grammar.
[ ଦ୍ର—ଏହା ଅନ୍ୟ ଶବ୍ଦ ପରେ ଉଭୟ ବା ଦୁଇ ଅର୍ଥରେ ବ୍ୟବହୃତ ହୁଏ ଯଥା—ଛାତ୍ରଦ୍ୱୟ; ପଦଦ୍ୱୟ; ଚକ୍ଷୁଦ୍ୱୟ ଇତ୍ୟାଦି]
ବିଶେଷଣ -
ସମ୍ପାଦନା- ୧. ଦ୍ୱିତୀୟ —୧. Second.
- ୨. ଦୁଇ ସଂଖ୍ୟକ —୨. Numbering two.