ଦ୍ୱାରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦ୍ୱାରାଏ—ଦେଶଜ ରୂପ)

  • (file)
  • (file)
  • (file)

ସଂସ୍କୃତ - ଅ.—[ସଂସ୍କୃତ - ଦ୍ୱାଃ (=ଦ୍ୱାର) ଶବ୍ଦର ତୃତୀୟା ବିଭକ୍ତି=ଦ୍ୱାରା ଦେଇ) ସମ୍ପାଦନା

୧. କର୍ତ୍ତୃକ; ସାହାଯ୍ୟରେ —୧. By; with; by means of (Apte).
୨. ଜରିଆରେ —୨. Through; per (Apte).
୩. ହେତୁରୁ —୩. By reason of.
୪. କାରଣରୁ —୪. On account of; owing to.