ଦୌହିତ୍ର
ଦୌହିତ୍ର
ଉଚ୍ଚାରଣ
ସମ୍ପାଦନା(ଦୋହିତ୍ରୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଦୁହିତୃ+ଅପତ୍ୟାର୍ଥେ. ଅ)
ସମ୍ପାଦନା- ୧. ଝିଅର ପୁଅ; ନାତି — ୧. Daughter's son.
- ୨. ଖଡ୍ଗ (ହିନ୍ଦୀ - ଶବ୍ଦସାଗର) —୨. Sword.
- ୩. ତିଳ (ହିନ୍ଦୀ - ଶବ୍ଦସାଗର) —୩. Sessamun.
- ୪. ଗୁଆଘିଅ; ଗବ୍ୟଘୃତ (ହିନ୍ଦୀ - ଶବ୍ଦସାଗର) — ୪. Ghee from cow's milk.