ଦୌହତ୍ରୀ
ଦୌହତ୍ରୀ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - (ସଂସ୍କୃତ - ଦୌହିତ୍ରକ)
ସମ୍ପାଦନା[[]] ୧ ଦୌହିତ୍ରୀକ ]] ୧ (ଦେଖ) - ୧. D&aline;&uline;hitrīka ୧ (See)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
ସମ୍ପାଦନା- ୨. ଝିଅର ଝିଅ; ନାତୁଣୀ — ୨. Daughter's daughter.
[ଦ୍ରଷ୍ଟବ୍ୟ —ହିନ୍ଦୁ ଶାସ୍ତ୍ର ଅନୁସାରେ ଅପୁତ୍ରକ ବ୍ୟକ୍ତିର ତ୍ୟକ୍ତ ସମ୍ପତ୍ତି ତାହାର କନ୍ୟା ଓ କନ୍ୟାର ପୁତ୍ରମାନେ ଉତ୍ତରାଧିକାରୀରୂପେ ପ୍ରାପ୍ତ ହୁଅନ୍ତି]