ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଦୋଷୀ
ଭାଷା
ଦେଖିବେ
ସମ୍ପାଦନା
ଦୋଷୀ
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Doshī
ଆଇ.ପି.ଏ.
— dˈoʃi
(ଦୋଷିଣୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ)
(
file
)
ଧ୍ୱନି (ମାନକ ଓଡ଼ିଆ)
(
file
)
ଧ୍ୱନି (ମାନକ ଓଡ଼ିଆ)
(
file
)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦୋଷ+ଅଛି ଅର୍ଥରେ ଇନ୍, ୧ମା. ୧ବ)
ସମ୍ପାଦନା
୧. ଅପରାଧୀ —୧. Guilty; criminal.
୨. ପାପୀ —୨. Sinful.
୩. କୃତଘ୍ନ —୩. Ungrateful.
୪. ଦୋଷଯୁକ୍ତ— (ହିନ୍ଦୀ - ଶବ୍ଦସାଗର) —୪. Faulty defective.