ଦୋରା
ଦୋରା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ବୈଦେଶିକ - (ତୈଲଙ୍ଗ)ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା
- ୧. ଶୂଦ୍ର ଜାତି— ବିଶେଷର ଉପାଧି —୧. Family-title of cortain Ṡūdras in Ganjam.
[ ଦ୍ର—ଏମାନେ ଜାଈ କାଠିରେ ପାଛିଆ, ପଟି ଆଦି ବୁଣନ୍ତି]
- ୨. ରାଜକୀୟ ଗ୍ରାମ୍ୟ କର୍ମଚାରୀବିଶେଷ — ୨. Name of a village revenue-officer.
ବୈଦେଶିକ - ବିଶେଷ୍ୟ - ସମ୍ପାଦନା
(ଆ) ଦଉରା (ଦେଖି) Daurā (See)
ପ୍ରାଦେଶିକ - (ଗଡ଼ଜାତ, ଜୟପୁର, ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା
କଣ୍ଡାଦୋର (ଦେଖ) - Kaṇḍādorā (See)