ଦୋରବସ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦୋରୋବସ୍ତ—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ବୈଦ. କ୍ରି.ବିଶେଷଣ - (ଫାରାସୀ - ଦୋରୋବସ୍ତ୍) ସମ୍ପାଦନା

୧. ଗୋଟା ସୁଦ୍ଧା —୧. Entirely; wholly.
୨. ସମ୍ପୂର୍ଣ୍ଣରୂପେ —୨. Totally.
୩. ବିବାକ୍ —୩. Completely; wholly.
୪. ଆଦୌ; ଜମାରୁ —୪. At all.

ବିଶେଷଣ - ସମ୍ପାଦନା

୧. ଗୋଟାକ ଯାଗ —୧. Entire; whole.
୨. ସମୁଦାୟ —୨. All.