ଦୋରବସ୍ତ
ଦୋରବସ୍ତ
ଉଚ୍ଚାରଣ
ସମ୍ପାଦନା(ଦୋରୋବସ୍ତ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦ. କ୍ରି.ବିଶେଷଣ - (ଫାରାସୀ - ଦୋରୋବସ୍ତ୍)
ସମ୍ପାଦନା- ୧. ଗୋଟା ସୁଦ୍ଧା —୧. Entirely; wholly.
- ୨. ସମ୍ପୂର୍ଣ୍ଣରୂପେ —୨. Totally.
- ୩. ବିବାକ୍ —୩. Completely; wholly.
- ୪. ଆଦୌ; ଜମାରୁ —୪. At all.
ବିଶେଷଣ -
ସମ୍ପାଦନା- ୧. ଗୋଟାକ ଯାଗ —୧. Entire; whole.
- ୨. ସମୁଦାୟ —୨. All.