ଦୋରଖା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦୋରକ୍କା, ଦୋରକ୍ଖା ଅନ୍ୟରୂପ

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - (ଫାରାସୀ - ଦୋରୁଖା) ସମ୍ପାଦନା

ଦୁଇ ପିଠିରେ ଏକ ରକମ ଫୁଲ କାମ ବୁଣା ହୋଇଥିବା (ବସ୍ତ୍ର); ଯେଉଁ ଲୁଗାର ସଦର ମଫସଲ ନ ଥାଏ — (a cloth) Having the same design on both sides

(ଯଥା—ଦୋରକା ଶାଲ)