ଦୋମୁଣ୍ଡିଆ
ଦୋମୁଣ୍ଡିଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦୋମୁଣ୍ଡିଆ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱି ଓ ମୁଣ୍ଡ)
ସମ୍ପାଦନାଏକ ପ୍ରକାର ସରୁ ସାପ — A kind of small serpent Amphisbaena.
[ ଦ୍ର—ଏହାର ମୁହଁ ପାଖ ଓ ଲାଙ୍ଗୁ଼ଡ଼ ପାଖ ଏକାପରି ଦେଖା ଯିବାରୁ ଲୋକେ ଏହାର ଦୁଇଟି ମୁଣ୍ଡ ଅଛି ବୋଲି ଭ୍ରମରେ କହି ଥାଆନ୍ତି ଏହାର ବର୍ଣ୍ଣ ପାଟଳ ଓ ଦେହରେ କାତି ନ ଥାଏ]
ବିଶେଷଣ -
ସମ୍ପାଦନା(ଲକ୍ଷଣାର୍ଥ) ଯେଉଁ ଲୋକ ପରସ୍ପବିପକ୍ଷ ଉଭୟଙ୍କ ସଙ୍ଗରେ ମିଳି ଥାଏ —Espousing the cause of two opposite sides.