ଦୋଗ୍ଧା

ଉଚ୍ଚାରଣ

ସମ୍ପାଦନା
(ଦୋଗ୍ଧ୍ରୀ—ସ୍ତ୍ରୀ) 

=== ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଦୁହ୍ ଧାତୁ+କର୍ତ୍ତୃ. ତୃ; ଦୋଗ୍ଧୃ ଶଦ୍ଦ ୧ମା.୧ବ)

୧. ଯେ ଦୁହେଁ —୧. One who milks; a milker.
୨. ବତ୍ସା; ବାଛୁରୀ —୨. Calf.
୩. ଗୋପାଳ; ଗଉଡ଼ —୩. Milkman.
୪. କବି —୪. Poet.

ବିଶେଷଣ -

ସମ୍ପାଦନା

ଦୁହିଁବା ବ୍ୟକ୍ତି; ଦୁହାଳି —Milking.

ବିଶେଷ୍ୟ - ଓବିଶେଷଣ -

ସମ୍ପାଦନା

ଦୋଗଧା (ଦେଖ) - —Dogadhā (See)