ଦୋଗଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବୋଗ୍ଲା—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - (ଫାରାସୀ - ଦୋଗଲହ୍—ହିନ୍ଦୀ - ଶଦ୍ଦସାଗର) ସମ୍ପାଦନା

୧. ବର୍ଣ୍ଣସଙ୍କର —୧. Of mixed descent.
୨. ଜାରଜ —୨. Bastard.
୩. ଦୁଇ ବିଭିନ୍ତ ଜାତୀୟ ଜୀବଙ୍କ ସଙ୍ଗମରୁ ଉତ୍ପନ୍ନ — ୩. Mongrel; hybrid.
୪. ଯେଉଁ ବ୍ୟକ୍ତିର ମନ ଗୋଟିଏ କାର୍ଯ୍ୟରେ ଏକାଗ୍ର ହୋଇ ଲାଗେ ନାହିଁ —୪. Absent-minded; unable to concentrate attention to one matter only at a time.