ଦୋକାନଦାର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦୁକାନ୍ଦାର୍) ସମ୍ପାଦନା

୧. ଦୋକାନର ସ୍ୱାମୀ; ଦୋକାନୀ — ୧. The owner of a shop.
୨. ଯଉଁ ବ୍ୟକ୍ତି ଦୋକାନରେ ବସି ବିକାକିଣା କରେ — ୨. Shopkeeper.