ଦୋକାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦୁକାନ୍) ସମ୍ପାଦନା

୧. ପଣ୍ୟଶାଳା — ୧. Shop; stall.
୨. କାରଖାନା —୨. Workshop.
୩. ଯେଉଁଠାରେ ପଣ୍ୟଦ୍ରବ୍ୟମାନ ଖୁଚୁରା ବିକ୍ରି ହୁଏ — ୩. Retail-shop.

[ ଦ୍ର—ଯେଉଁଠାରେ ପଣ୍ୟଦ୍ରବ୍ୟମାନ ବହୁ ପରିମାଣରେ (ଥୋକ୍ରେ) ବିକ୍ରି ହୁଏ ତାକୁ ଗୋଦାମ କହନ୍ତି ]