ଦୋଓଡ଼ା
ଅପରାହ୍ନରେ କରାଯିବା ଭୋଜନ; ଦିବସର ଦ୍ୱିତୀୟ ଭୋଜନ —Afternoon meal; lunch; the second meal of the day.
ଦୁଇଥର ଭାଙ୍ଗ କରାଯାଇଥିବା (ଲୁଗା, କାଗଜ) — Folded double.