ଦୈନ୍ୟ
ଦୈନ୍ୟ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଦିନ+ଭାବ. ଯ)
ସମ୍ପାଦନା- ୧. ଦୀନତା; ଦାରିଦ୍ୟ୍ର —୧. Poverty; wretchedness.
- ୨. କାତରତା —୨. Distress.
- ୩. ଅତିଶୟ ଦୁଃଖାବସ୍ଥା — ୩. Pitiable condition; misery.
- ୪. ସନ୍ତାପ —୪. Affliction; distress.
- ୫. ମନୋଦୁଃଖ —୫. Dejection.
- ୬. କାବ୍ୟର ସଂଚାରୀ ଭାବ ବିଶେଷ, ଯାହା ପାଠ, ଶ୍ରବଣ ବା ଦର୍ଶନ କଲେ ମନ ଦୁଃଖାଦିଦ୍ୱାରା କାତର ହୁଏ — ୧. Pathos (in literature); pathetic feeling.
ଦେଶଜ - .ବିଶେଷ୍ୟ -
ସମ୍ପାଦନାଦଇବି; କାତର ପ୍ରାର୍ଥନା —Doleful prayer.
ବୋଲ ଯେ ଦୈନ୍ୟ ସନ୍ତତେ ତତେ ଭଞ୍ଜ. ପ୍ରେମସୁଧାନିଧି.