ଦେହୁରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଶବର ବା ଶଅର ଜାତିଙ୍କ ବଂଶୋପାଧିବିଶେଷ — Family title of Ṡabara people.


ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - (ସଂସ୍କୃତ - ଦେବ) ସମ୍ପାଦନା

୧. ବଣ ଦେବତା ବା ଅପୂଜା ଦେବତାଙ୍କ ପୂଜକ ଶବର — ୧. A priest of a forest Deity.

ଅପୂଜା ଦେବତାକୁ ଦେହୁରୀ ବୁଝାଇବା ନ୍ୟାୟ—ଢ଼ଗ

୨. ଗ୍ରାମ ଦେବତାଙ୍କ ପୂଜକ ବା ସେବକ — ୨. The servant of a village Deity.

ଦେହୁରିଏ ହର୍ଷେ ପକାଇବେ ହୁରି ଚର୍ଚ୍ଚିକା ଶୈଳ ସୋପାନେ— ରାଧାନାଥ. ପାର୍ବତୀ

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - ସମ୍ପାଦନା

ପାହାଡ଼ୀ ଠାକୁରାଣୀଙ୍କ ଭୂୟାଁ ଅନାର୍ଯ୍ୟ ସେବକ —The non-aryan sebakas of the Pāhāṟḍ̠; Goddess of Singhbhaum.