ଦେଶ କାଳି
ଦେଶ କାଳି
ଉଚ୍ଚାରଣ
ସମ୍ପାଦନାପ୍ରାଦେଶିକ - (ପୁରୀ) ବିଶେଷ୍ୟ -
ସମ୍ପାଦନାସ୍ୱଦେଶ ଗଳେ ପଣ୍ଡାଙ୍କୁ ଟଙ୍କା ସୁଝିବା ପାଇଁ ଯାତ୍ରୀ ତୀର୍ଥରେ ଲେଖି ଦେଇ ଯାଇଥିବା ଟଙ୍କାର ପରିମାଣ —The sum of money for which a pilgrim executes a bond in favour of his Paṇḍā at a holy place, when he has not sufficient money to clear the Paṇḍā's dues.