ଦେଶିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଦେଶୀୟ; ଅନ୍ୟ ଦେଶବାଚକ ଶବ୍ଦ ପରେ ଲାଗେ; ଯଥା—ବଙ୍ଗଦେଶିଆ ଚୀନଦେଶିଆ) ସମ୍ପାଦନା

୧. ଦେଶୀୟ —୧. Pertaining to a countryy.
୨. ମଫସଲିଆ; ଗ୍ରାମୀଣ — ୨. Resident of a village; rural.

ପ୍ରାଦେଶିକ - (ଜୟପୁର) ବିଶେଷ୍ୟ - ସମ୍ପାଦନା

ନୀଚ ଶୂଦ୍ରଜାତିବିଶେଷ — A low caste of Ṡūdras living in Jayapura.