ଦେଶିଆ
ଦେଶିଆ
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷଣ - (ସଂସ୍କୃତ - ଦେଶୀୟ; ଅନ୍ୟ ଦେଶବାଚକ ଶବ୍ଦ ପରେ ଲାଗେ; ଯଥା—ବଙ୍ଗଦେଶିଆ ଚୀନଦେଶିଆ)
ସମ୍ପାଦନା- ୧. ଦେଶୀୟ —୧. Pertaining to a countryy.
- ୨. ମଫସଲିଆ; ଗ୍ରାମୀଣ — ୨. Resident of a village; rural.
ପ୍ରାଦେଶିକ - (ଜୟପୁର) ବିଶେଷ୍ୟ -
ସମ୍ପାଦନାନୀଚ ଶୂଦ୍ରଜାତିବିଶେଷ — A low caste of Ṡūdras living in Jayapura.