ଦେବାନୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦେବାନ୍) ସମ୍ପାଦନା

ରାଜ୍ୟର ପ୍ରଧାନ ସଚିବ — Minister; the chief executive officer of a state; Dewan.

[ଦ୍ରଷ୍ଟବ୍ୟ —ଏ ଫାରସୀ ଶବ୍ଦ ଓଡ଼ିଆ ଓ ଇଂରାଜୀରେ ଚଳିଲାଣି ]