ଦେଣ୍‌ନେଣ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଏଣ ନେଏଣ, ଦେଏଣା ନେଏଣା, ଦେଣ ଲେଣ, ଦେଣା ନେଣା, ଦେଣା ଲେଣା'

ଦେଶଜ - ବିଶେଷ୍ୟ - (କଚିରିଆ)—(ବିପରୀତାର୍ଥ. ସହଚର ଶବ୍ଦ; ସଂସ୍କୃତ - ଦା ଧାତୁ ଓ ନି ଧାତୁ) ସମ୍ପାଦନା

୧. ଆଦାନ ପ୍ରଦାନ; ଦେବା ନେବା —୧. Giving and taking.
୨. କାରବାର —୨. Transaction.
୩. ପଣ୍ୟଦ୍ରବ୍ୟରମାନଙ୍କ ବିନିମୟ — ୩. Exchange of commodities.


୪. ଦୁଇଜଣଙ୍କ ମଧ୍ୟରେ ଖାତକ ମହାଜନ ସମ୍ୱନ୍ଧ — ୪. The relationship of creditor and debtor between two persons.
୫. ମହାଜନୀ କାରବାର —୫. Loan transaction between two persons.