ଦେଣ୍ଦାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଣାଦାର, ଦେଏଣଦାର, ଦେଣ୍ଦାରିଆ,ଅନ୍ୟରୂପ

ଦେଶଜ - ବିଶେଷଣ - (କଚିରିଆ; ସଂସ୍କୃତ - ଦାନ+ଫାରାସୀ - ପ୍ରତ୍ୟୟ ଦାର୍) ସମ୍ପାଦନା

ଋଣଗ୍ରସ୍ତ —Indebted; invoived in debts.

ବିଶେଷ୍ୟ - ସମ୍ପାଦନା

୧. ଖାତକ; ଅଧମର୍ଣ —୧. Debtor.
୨. ଯାହା ଉପରେ ଅନ୍ୟ ବ୍ୟକ୍ତି ଡିଗ୍ରୀ ପାଇ ଥାଏ —୨. Judgment-debtor.