ଦେଣ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦେଏଣ—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (କଚିରିଆ) (ସଂସ୍କୃତ - ଦା ଧାତୁ; ଦାନ, ଦେୟ) ସମ୍ପାଦନା

୧. ଋଣ —୧. Debt.
୨. ନେବା —୨. Giving.
୩. ଦେୟ ଧନଆଦି ଜମା ଦେବା —୩. Debiting.
୪. ଦେୟ ଧନ —୪. Amount payable.

ସେଇଟା ତ ବର ପିଠିରୁ ଦେଣ୍ ଫକୀରମୋହନ. ଗଳ୍ପସ୍ୱଳ୍ପ

୫. ପ୍ରଦତ୍ତ ବସ୍ତୁ —୫. Any thing given away.

ବିଶେଷଣ - ସମ୍ପାଦନା

ଦେୟ —Payable.