ଦେଣ୍
ଦେଣ୍
ଉଚ୍ଚାରଣ
ସମ୍ପାଦନା(ଦେଏଣ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (କଚିରିଆ) (ସଂସ୍କୃତ - ଦା ଧାତୁ; ଦାନ, ଦେୟ)
ସମ୍ପାଦନା- ୧. ଋଣ —୧. Debt.
- ୨. ନେବା —୨. Giving.
- ୩. ଦେୟ ଧନଆଦି ଜମା ଦେବା —୩. Debiting.
- ୪. ଦେୟ ଧନ —୪. Amount payable.
ସେଇଟା ତ ବର ପିଠିରୁ ଦେଣ୍ ଫକୀରମୋହନ. ଗଳ୍ପସ୍ୱଳ୍ପ
- ୫. ପ୍ରଦତ୍ତ ବସ୍ତୁ —୫. Any thing given away.
ବିଶେଷଣ -
ସମ୍ପାଦନାଦେୟ —Payable.