ଦେଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ଦେଅଣି—ଅନ୍ୟରୂପ)

ଦେଶଜ - ବିଣ—(ସଂସ୍କୃତ - ଦେୟ; ଦାନୀୟ) ସମ୍ପାଦନା

୧. ଦେୟ — ୧. Payable.
୨. ଅବଶ୍ୟଦେୟ —୨. Unavoidably payable.

(ଯଥା—ଯାତ୍ରା ଦେଖିବାକୁ ଆସି ମତେ ପାଞ୍ଚଟଙ୍କା ଦେଣି ପଡ଼ିଲା)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଦେୟ ଅର୍ଥ —୧. Dues; money payable by a person.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (କଚିରିଆ) ସମ୍ପାଦନା

୧. ଦେଣଦାର ଖାତକ — ୧. Debtor.
୨. ଅଦାଲତରେ ଯେଉଁ ଖାତକ ଉପରେ ମହାଜନର ଡିଗ୍ରୀ ହୋଇଥାଏ —୨. Judgment-debtor.