ଦେଉ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦେବ) ସମ୍ପାଦନା

୧. ରାଜପୁତ୍ର —୧. Prince.
୨. ଯୁବରାଜ —୨. Crown-prince; heir apparent.

ସମ୍ପାଦନା

ରାଜା ଓ ରାଜପୁତ୍ରମାନଙ୍କୁ ସମ୍ୱୋଧନ —Interjection used in addressing Rajas and princes.