ଦୂର୍

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ଅ (ଘୃଣା, ଧମକ, ଅବମାନନା ଓ ବିରକ୍ତିସୂଚକ)

ସମ୍ପାଦନା
୧. ଛି !; ଯାଃ !; ଧୃତ୍ ! —୧. (interjection) Fie ! tut tut !
୨. (କୌଣସି ସ୍ଥାନରୁ ଅନ୍ତର ହେବା ନିମନ୍ତେ କୌଣସି ବ୍ୟକ୍ତିକୁ ତର୍ଜନ କରିବା) ଏଠାରୁ ଚାଲି ଯା ! — ୨. Be off ! get out !