ଦୁହିତ୍ରସମ୍ପତ୍ତି
ଦୁହିତ୍ରସମ୍ପତ୍ତି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦୁହିତ୍ରସମ୍ପତ୍ତି
|
ଦେଶଜ - ବିଶେଷ୍ୟ - (କଚିରିଆ) (ସଂସ୍କୃତ - ଦୌହିତ୍ର+ ସମ୍ପତ୍ତି)
ସମ୍ପାଦନାକୌଣସି ବ୍ୟକ୍ତିର ପୁଅ ବା ପୁଅର— ପୁଅ ନ ଥିଲେ ତାହାର ତ୍ୟକ୍ତ ସମ୍ପତ୍ତି ଯାହାକି ତାହାର କନ୍ୟାର ପୁଅ (ଦୌହିତ୍ର) ଉତ୍ତରାଧିକାରୀ ସୂତ୍ରେ ପାଏ —Property inherited by the daughters son of a person leaving no son or son's son to inherit him.