ଦୁହିତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଦୁହିତୃ ଶବ୍ଦର ୧ମା ୧ବ; ଦୁହ୍ ଧାତୁ+ କର୍ତ୍ତୃ. ତୃ; ଯେ ଦୋହନ କରେ; ତୁଳ. ଇଂରାଜୀ - ଡଟର୍; ଫାରାସୀ - ଦଖ୍ତର୍; ଗ୍ରୀକ୍. ଦାଇଗେଟର୍; ଜର୍ମାନୀ. ଡବ୍ଟର୍; ସାକ୍ସନ୍—ଡ଼ୋଃଟର) ସମ୍ପାଦନା

କନ୍ୟା; ଝିଅ —Daughter.

[ଦ୍ରଷ୍ଟବ୍ୟ —ପୁରାକାଳରେ ଆର୍ଯ୍ୟ ପରିବାରରେ ଗାଈ ଦୁହିଁବା କର୍ମ କନ୍ୟା ଉପରେ ନ୍ୟସ୍ତ ଥିବାରୁ କନ୍ୟାର ନାମ ଦୁହିତା ହୋଇଅଛି ବୋଲି ପଣ୍ଡିତମାନେ କହନ୍ତି]