ଦୁଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (ପୁରୀ; ବାଣପୁର) ବିଶେଷ୍ୟ - ସମ୍ପାଦନା

କୋଠାର କଡ଼ି — Beam of the roof of a building.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷଣ - ସମ୍ପାଦନା

ଦୁହ୍ଲା (ଦେଖ) - Duhlā (See)

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା

ଆଟୁ କରିବା ପାଇଁ ଘରର କାନ୍ଥ ଉପରେ ପକାଇବା ଓରା —Cross-beams on the walls over which a clay roof is built inside a thatch.