ଦୁର୍ଘଟନା

ଉଚ୍ଚାରଣ

ସମ୍ପାଦନା
  • (file)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୂର୍+ଘଟନା)

ସମ୍ପାଦନା
୧. ଅଶୁଭ ଘଟନା — ୧. Unhappy event.
୨. ବିପଦ୍ —୨. Calamity.
୩. ହର୍ଭାଗ୍ୟ —୩. Misfortune.
୪. ବିପତ୍ପାତା; ଅକସ୍ମାତ୍ ଘଟିବା ବିପଦ — ୪. Accident; mishap.
୫. ମହାବିଘ୍ନ — ୫. Impendiment; sudden obstacle.