ଦୁର୍ଘଟନା
ଦୁର୍ଘଟନା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୂର୍+ଘଟନା) ସମ୍ପାଦନା
- ୧. ଅଶୁଭ ଘଟନା — ୧. Unhappy event.
- ୨. ବିପଦ୍ —୨. Calamity.
- ୩. ହର୍ଭାଗ୍ୟ —୩. Misfortune.
- ୪. ବିପତ୍ପାତା; ଅକସ୍ମାତ୍ ଘଟିବା ବିପଦ — ୪. Accident; mishap.
- ୫. ମହାବିଘ୍ନ — ୫. Impendiment; sudden obstacle.