ଦୁର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - (ଉପସର୍ଗ) (ଦୋ ଧାତୁ=ଛେଦନ କରିବା+ଉର୍) ସମ୍ପାଦନା

ଅବ୍ୟୟ; ନିମ୍ନଲିଖିତ ଅର୍ଥଜ୍ଞାପକ ଉପସର୍ଗ —A prefix denoting the following senses.

୧. ଦୁଃଖ —୧. Afflication.
୨. ନିନ୍ଦିତ —୨. Blameable.
୩. ମନ୍ଦ —୩. Bad; evil.
୪. ଦୁଷ୍ଟ —୪. Wicked.
୫. ନିଷିଦ୍ଧ —୫. Forbidden.
୬. କଷ୍ଟ —୬. Difficulty; trouble.
୭. ଅବନତି —୭. Deterioration.

[ଦ୍ରଷ୍ଟବ୍ୟ —ଦୁର୍ ଶବ୍ଦ ପୂର୍ବରେ ଥାଇ ଅନେକ ପଦ ନିଷ୍ପନ୍ନ ହୁଏ ଯଥା—ଦୁରଦୁଷ୍ଟ, ଦୁଷ୍କର୍ମ, ଦୁଶ୍ଚିନ୍ତା ଇତ୍ୟାଦି]



ଦୁର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ଅ ସମ୍ପାଦନା

ଦୁର୍ (ଦେଖ) - Dūr (See)