ଦୁରାଲଭା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦୁରାଲମ୍ଭା—ଅନ୍ୟରୁପ)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ ସମ୍ପାଦନା

୧. କ୍ଷୁଦ୍ର କଣ୍ଟକୀ ଔଷଧୀ ଗୁଳ୍ମବିଶେଷ — ୧. A medicinal thorny plant.

[ଦ୍ରଷ୍ଟବ୍ୟ —ଏହା ବାତପିତ୍ତ ଜ୍ୱର ଓ ଗୁଳ୍ମ ରୋଗରେ ହିତକର ବଜାରରେ ଦୁରାଲଭା ନାମରେ ଯାହା ବିକ୍ରି ହୁଏ ତାହା ଏହି ଜାତୀୟ ଯବାଶ ନାମକ ଅନ୍ୟ ଏକ ଗୁଳ୍ମର ଅଂଶ ଦୁହିଁଙ୍କର଼ ଏକ ଗୁଣ ଏହା ସେବନ କଲେ ଦାହ ଓ ବିଷମଜ୍ୱର ନିବାରିତ ହୁଏ, କୋଷ୍ଠ ପରିସ୍କାର ହୁଏ ଏହା ତନ୍ଦ୍ରା, ଦୌର୍ବଲ୍ୟ ଶ୍ୱାସ, ଗୁଳ୍ମ, ଅର୍ଶ, ଉଦରରୋଗ ଓ ଚକ୍ଷୁ ରୋଗର ହିତକାର ]

୨. ଦୁର୍ଲ୍ଲଭା (ଦେଖ) - ୨. Durllabhā (See)