ଦୁରାଲଭା
ଦୁରାଲଭା
ଉଚ୍ଚାରଣ
ସମ୍ପାଦନା(ଦୁରାଲମ୍ଭା—ଅନ୍ୟରୁପ)
ଅନୁବାଦ
ସମ୍ପାଦନାଦୁରାଲଭା
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
ସମ୍ପାଦନା- ୧. କ୍ଷୁଦ୍ର କଣ୍ଟକୀ ଔଷଧୀ ଗୁଳ୍ମବିଶେଷ — ୧. A medicinal thorny plant.
[ଦ୍ରଷ୍ଟବ୍ୟ —ଏହା ବାତପିତ୍ତ ଜ୍ୱର ଓ ଗୁଳ୍ମ ରୋଗରେ ହିତକର ବଜାରରେ ଦୁରାଲଭା ନାମରେ ଯାହା ବିକ୍ରି ହୁଏ ତାହା ଏହି ଜାତୀୟ ଯବାଶ ନାମକ ଅନ୍ୟ ଏକ ଗୁଳ୍ମର ଅଂଶ ଦୁହିଁଙ୍କର଼ ଏକ ଗୁଣ ଏହା ସେବନ କଲେ ଦାହ ଓ ବିଷମଜ୍ୱର ନିବାରିତ ହୁଏ, କୋଷ୍ଠ ପରିସ୍କାର ହୁଏ ଏହା ତନ୍ଦ୍ରା, ଦୌର୍ବଲ୍ୟ ଶ୍ୱାସ, ଗୁଳ୍ମ, ଅର୍ଶ, ଉଦରରୋଗ ଓ ଚକ୍ଷୁ ରୋଗର ହିତକାର ]
- ୨. ଦୁର୍ଲ୍ଲଭା (ଦେଖ) - ୨. Durllabhā (See)