ଦୁମ୍ଚି
ଦୁମ୍ଚି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ତୁର୍କୀ)
ସମ୍ପାଦନାଘୋଡ଼ାର ସାଜବିଶେଷ; ଯେଉଁ ଚର୍ମରଜ୍ଜୁ ଘୋଡ଼ାର ଲାଙ୍ଗୁଡ଼ ତଳ ବେଷ୍ଟନ କରି ଜିନ୍ର ପଛ ଆଡ଼କୁ ଟାଣି ଧରି ଜିନ୍ରେ ବନ୍ଧା ହୋଇ ଥାଏ — The throng which goes round the tail of a horse and is attached to the saddle; a crupper.