ଦୁମ୍ଚି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ତୁର୍କୀ) ସମ୍ପାଦନା

ଘୋଡ଼ାର ସାଜବିଶେଷ; ଯେଉଁ ଚର୍ମରଜ୍ଜୁ ଘୋଡ଼ାର ଲାଙ୍ଗୁଡ଼ ତଳ ବେଷ୍ଟନ କରି ଜିନ୍ର ପଛ ଆଡ଼କୁ ଟାଣି ଧରି ଜିନ୍ରେ ବନ୍ଧା ହୋଇ ଥାଏ — The throng which goes round the tail of a horse and is attached to the saddle; a crupper.