ଦୁମାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ସୋନପୁର ରାଜ୍ୟ ନିବାସୀ ଏକ ଶୂଦ୍ରଜାତୀୟ ଲୋକ — A caste Ṡūdras inhabiting Sonepur State.

[ଦ୍ରଷ୍ଟବ୍ୟ —ଏମାନେ ଦୁଇ ଖଣ୍ଡ କଳା କାଠ ଭୂମିରେ ପୋତି ଝମ୍ୱେଶ୍ୱରୀଠାକୁରାଣୀଙ୍କୁ କଳ୍ପନା କରି ପୂଜା କରନ୍ତି ଠାକୁରାଣୀଙ୍କ ମୁଣ୍ଡରେ ସିନ୍ଦୁର ଲଗାନ୍ତି ନାହିଁ, କି କଳା ଲୁଗା, କଳା ଭୂଷଣ ପରିଧାନ କରାନ୍ତି ନାହିଁ ଏମାନେ ହିନ୍ଦୁ ଓ ସ୍ପୃଶ୍ୟ ଜାତି—ଜଗବନ୍ଧୁ. ପ୍ରାଚୀନ ଉତ୍କଳ]