ଦୁନିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଦୁନିୟାଁ) ସମ୍ପାଦନା

୧. ବ୍ରହ୍ମାଣ୍ଡ; ବିଶ୍ୱ — ୧. The universe.
୨. ଧରଣୀ; ପୃଥିବୀ — ୨. The earth; the world.

ଏଥିପାଇଁ ପୁଣି ନ ଅଣ୍ଟେ ଦୁନିଆ—ରାଧାନାଥ. ଦରବାର

୩. ସମଗ୍ର ପୃଥିବୀ —୩. The whole world.
୪. ସଂସାରର ଲୋକେ — ୪. The people of the world.
୫. ସମାଜ —୫. Society.