ଦୁଆଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ପ୍ରାଚୀନ ଓଡ଼ିଶାରେ ଯୁଦ୍ଧରେ ବ୍ୟବହୃତ ଦୁଇ କନା ଥିବା ଅସ୍ତ୍ରବିଶେଷ (ମାଦଳା ପାଞ଼୍ଜି) — A two-pronged weapon.

ଗାଧୋଇବାଠାରେ ଧରିଥାନ୍ତି କରେ ଲୁହାଠେଙ୍ଗା ଭଲ ଦୂଆଡ଼ ବ୍ରଜନାଥ. ସମରତରଙ୍ଗ