ଦୁଃଖିତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦୁଃଖିତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ଦୁଃଖ+ସଂଜାତି ଅର୍ଥରେ ଇତ; କିମ୍ୱା ଦୁର୍+ ଖ୍ୟା ଧାତୁ+କର୍ମ. ତ) ସମ୍ପାଦନା

୧. ଦୁଃଖ ପ୍ରାପ୍ତ —୧. Afflicted.

ଦରିଦ୍ର ଦୁଃଖିତ ନ ଜାଣି ଆମ୍ଭର ଘରେ କମଳିନୀ ଜଗନ୍ନାଥ. ଭାଗବତ

୨. କ୍ଷୁବ୍ଧ; ସନ୍ତପ୍ତ —୨. Sorry; grieved.

ସଂସ୍କୃତ - ବିଶେଷ୍ୟ - (ଦୁର୍+ଖ୍ୟା ଧାତୁ+ଭାବ. ତ) ସମ୍ପାଦନା

ଦୁଃଖ (ଦେଖ) - Duḥkha (See)