ଦୀପ ଜାଳିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦୀପ ଜଳା(ଳେ)ଇବା, ଦୀପ ଲଗା(ଗେ)ଇବାଅନ୍ୟରୂପ

ଦେଶଜ - କ୍ରି. ସମ୍ପାଦନା

୧. ଦୀପରେ ଅଗ୍ନି ସଂଯୋଗ କରିବା — To light a lamp; to kindle a lamp.
୨. ସନ୍ଧ୍ୟାବତୀ ଲଗାଇବା; ଦେବତାଙ୍କ ଆଗରେ ବା ତୁଳସୀ ଚଉରା ମୁଳେ ବା ଦାଣ୍ଡ ଦୁଆରରେ ସନ୍ଧ୍ୟା ବୁଡ଼ିଲା ବେଳେ ବତୀ ଜାଳିବା — To light a wick before a Deity just at eve.
୩. (ମହାଜନୀ ଭାଷା) (କୌଣସି ମହାଜନ) ଦେବାଲିଆ ବା ବେମଗ୍ଦୁରୀ ହେବା ବିଷୟ ପ୍ରକାଶ କରିବା — ୩. To publish the fact of a trader having become insolvent.

[ଦ୍ରଷ୍ଟବ୍ୟ —ପୂର୍ବେ ଯେଉଁ ବିଦେଶୀ ମହାଜନମାନେ ଦେବାଲିଆ ହେଉଥିଲେ ସେମାନେ କାମ ଦାମ କରି ଦୋକାନରେ ଗୋଟିଏ ଚାରିମୁହାଁ ଦୀପ ଜଳାଉଥିଲେ ତାହା ଦେଖି ସର୍ବସାଧାରଣ ଜାଣି ପାରୁଥିଲେ ଯେ ସେ ଲୋକ ବେମଗ୍ଦୁର ହେଲାଣି]