ଦୀପ୍ତହୁତାଶ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦୀପ୍ତହୁତାଶନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଦୀପ୍ତ+ହୁତାଶ; କର୍ମଧା) ସମ୍ପାଦନା

୧. ଦହକନିଆଁ — ୧. Blazing fire.
୨. ଜଳିଲା ନିଆଁ — ୨. Burning fire.